www.samajalive.in
Monday, December 8, 2025
24.1 C
Bhubaneswar

ରବିବାର ଲିଙ୍ଗରାଜଙ୍କ ଶ୍ରୀପଞ୍ଚମୀ ଯାତ୍ରା

ଭୁବନେଶ୍ଵର : ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଦିନ ଶ୍ରୀଲିଙ୍ଗରାଜଙ୍କ କାଠ ଅନୁକୂଳ ହୋଇଥାଏ। ଚଳିତବର୍ଷ ସରସ୍ଵତୀ ପୂଜା ଫେବୃଆରୀ ୨ କିମ୍ବା ୩ରେ ପାଳନ ହେବ କି ନାହିଁ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ କୋହେନୂର ପଞ୍ଜିକାକୁ ଆଧାର କରି ଫେବୃଆରୀ ୨ ତାରିଖରେ ସରସ୍ଵତୀ ପୂଜା ପାଳନ  କରିବାକୁ ସ୍ଥିର କରିଛି। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ନିଯୋଗ ସେବାୟତଙ୍କୁ ଅବଗତ କରାଯାଇଛି। ଶ୍ରୀପଞ୍ଚମୀ ଦିନ ଦିଅଁଙ୍କ ଦ୍ଵିପ୍ରହର ଧୂପ ଶେଷ ହେବା ପରେ ଯାତ୍ରା ପୂଜା ହୋଇଥାଏ। ଯାତ୍ରା ପୂଜା ଶେଷ ହେବା ପରେ ଦିଅଁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories