www.samajalive.in
Sunday, December 14, 2025
26.1 C
Bhubaneswar

‘ମୁଁ ବିଧାୟକଙ୍କ ପୁଅ’; ଦେଖନ୍ତୁ ଭିଡିଓ- ପୁଲିସକୁ କେମିତି ନାଲିଆଖି ଦେଖାଇଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ମୋର ଲାଇସେନ୍ସ ଦରକାର ନାହିଁ। ମୁଁ ବିଧାୟକଙ୍କ ପୁଅ। ପୁଲିସକୁ ଏଭଳି ନାଲିଆଖି ଦେଖାଇଛନ୍ତି ଆମ ଆଦମୀ ପାର୍ଟି(ଆପ) ବିଧାୟକଙ୍କ ପୁଅ। ରାଜଧାନୀ ନୂଆଦିଲ୍ଲୀରୁ ଏହି ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ହେଉଛନ୍ତି ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅ ଅନାସ ଖାନ।

- Advertisement -

ସୂଚନା ଅନୁସାରେ, ଅନାସ ଏବଂ ଅନ୍ୟ ଜଣେ ଯୁବକ ଏକ ବାଇକରେ ରଙ୍ଗରୁଟ୍‌ରେ ଆସୁଥିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ତାଙ୍କ ବାଇକରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ପାଇପ ଲଗାଯାଇଥିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗାଡ଼ିମୋଟର ଯାଞ୍ଚ କରୁଥିବା ପୁଲିସ ତାଙ୍କୁ ଅଟକାଇ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ମାଗିଥିଲା। ଏହା ପରେ ଅନାସ ପୁଲିସ କର୍ମଚାରୀ ଓ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି କି ସେ ତାଙ୍କ ବାପାଙ୍କୁ ଫୋନ କରି ପୁଲିସ କର୍ମୀଙ୍କୁ ଧରାଇ ଦେଇଥିଲେ। ତାଙ୍କ ବାପା ବି ପୁଲିସ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories