www.samajalive.in
Sunday, December 14, 2025
23.1 C
Bhubaneswar

ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା, ଅଳ୍ପକେ ବର୍ତ୍ତିଲା ପରିବାର

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ ଗତରାତି ଏକ ଗୋଠ ଛଡା ଦନ୍ତା ପଶି ଉପଦ୍ରବ କରିବା ସହ ଗୋଟିଏ ଘର ଭାଙ୍ଗିଛି। ଗ୍ରାମର ଲକ୍ଷ୍ମୀ ମାଝୀଙ୍କ ଘରକୁ ହାତୀ ଭାଙ୍ଗି ଦଦରା କରି ଦେଇଥିବାବେଳେ ଅଳ୍ପକେ ତାଙ୍କ ପରିବାର ବର୍ତ୍ତି ଯାଇଛନ୍ତି। ଘର ଭାଙ୍ଗିବା ପରେ ଦନ୍ତାଟି ଧାନ ଚାଉଳ ଖାଇ ଯାଇଥିବା ଜଣାପଡିଛି । ଖବର ପାଇ ପାଟଣା ବନପାଳ ପିଅନ ନାଏକ ଓ ବନରକ୍ଷୀ ଦେବଯାନୀ ମହାନ୍ତ ତଣ୍ଡୋ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories