www.samajalive.in
Sunday, December 14, 2025
26.1 C
Bhubaneswar

ଅଲଗା ହେଲା ନନ୍ଦନକାନନ ଟୟ ଟ୍ରେନ୍ ବଗି

ଭୁବନେଶ୍ବର :ନନ୍ଦନକାନନରେ ଚାଲିଥିବା ସମୟରେ ଟୟ ଟ୍ରେନର ଏକ ବଗି ଅଲଗା ହୋଇଯାଇଛି । ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି । ଯାତ୍ରୀ ନେଇ ଟ୍ରାକରେ ଚାଲିଥିବା ସମୟରେ ଟୟ ଟ୍ରେନର ଏକ ବଗି ଅଲଗା ହୋଇଯାଇଥିଲା । ଏହା ପରେ ଯାତ୍ରୀଙ୍କୁ ଅନ୍ୟ ଗାଡିରେ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ତେବେ ଏହା କେବେ ମରାମତି ହେବ ଏବଂ ପୁଣି ଏଥିରେ ଯାତ୍ରୀ ଯାତ୍ରା କରିପାରିବେ କି ନାହିଁ ଆସନ୍ତାକାଲି ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା ଦେବେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories