www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ପୁଣି ତିରୁପତି ମନ୍ଦିରରେ ଅଘଟଣ, ଲଡୁ ବଣ୍ଟନ କେନ୍ଦ୍ର ନିକଟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ : ଗତ କିଛି ଦିନ ତଳେ ତିରୁପତି ମନ୍ଦିରରେ ଦଳାଚକଟା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ସୋମବାର ଏକ ଅଘଟଣ ଘଟିଛି । ମାତ୍ର କିଛି ଦିନର ବ୍ୟବଧାନ ପରେ ତିରୁପତି ମନ୍ଦିରରେ ପୁଣି ଏକ ଦୁର୍ଘଟଣା ଘଟିଛି। ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିରର ଲଡୁ ବଣ୍ଟନ କେନ୍ଦ୍ର ନିକଟରେ ଅଗ୍ନିକାଣ୍ଡ ଘଟିଛି। କାଉଣ୍ଟର ନିକଟରେ ପ୍ରବଳ ଭିଡ଼ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ବର୍ତ୍ତମାନ ପ୍ରଶାସନ ନିଆଁ ଲିଭାଇବାରେ ବ୍ୟସ୍ତ ଅଛି। ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଏହି ଘଟଣାଟି ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନମ ଉତ୍ସବ ସମୟରେ ଘଟିଥିଲା। ଏହି ଅବସରରେ ସାରା ଦେଶରୁ ହଜାର ହଜାର ଲୋକ ସେଠାରେ ପହଞ୍ଚିଛନ୍ତି।

କୁମ୍ଭ ମେଳାରେ ଚା’ବାବା; ୪୦ ବର୍ଷ ଧରି ମଉନ, ମାଗଣାରେ ଆଇଏଏସ ଆଶାୟୀଙ୍କୁ ଦିଅନ୍ତି ଶିକ୍ଷା

- Advertisement -

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories