୩ ଦିନ ପରେ ବଢିବ ଶୀତ

ଭୁବନେଶ୍ବର : ରାଜ୍ୟରେ ପୁଣି ଶୀତ ବଢିପାରେ । ଏହା ସହ ଘନ କୁହୁଡି ମଧ୍ୟ ହୋଇପାରେ ବୋଲି ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନା ଅନୁସାରେ ଆଗାମୀ ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଏହା ଫଳରେ ଶୀତ ବଢିପାରେ । ଏହା ସହ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିବ ।

Comments are closed.