www.samajalive.in
Sunday, December 14, 2025
26.1 C
Bhubaneswar

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମିଳିବ ୨୦୦ ଜିବି ଡାଟା, ଦାମ୍‌ ଏତିକି..

ନୂଆଦିଲ୍ଲୀ : ଜିଓର ଅନେକ ଆକର୍ଷଣୀୟ ଓ ଶସ୍ତା ରିଚାର୍ଜ ପ୍ଲାନ୍‌ ରହିଛି। ଯାହାର ଦାମ୍‌ ଓ ସୁବିଧା ଭିନ୍ନ ଭିନ୍ନ । ଜିଓର ଏଭଳି ଏକ ଶସ୍ତା,ଖାସ୍‌ ପ୍ଲାନ୍‌ ବିଷୟରେ ଜାଣନ୍ତୁ, ଯେଉଁଥିରେ ଉପଭୋକ୍ତାଙ୍କୁ ମୋଟ୍‌ ୨୦୦ ଜିବି ଡାଟା ମିଳିବ।

ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌, ଡାଟା ଓ ଅନ୍ୟାନ୍ୟ ଆପ୍‌କୁ ବ୍ୟବହାର କରିବା ପାଇଁ ସୁଯୋଗ ମିଳିବ। ଏହି ପ୍ଲାନ୍‌ର ଦାମ୍‌ ଓ ଅନ୍ୟ ସୁବିଧା ବିଷୟରେ ଜାଣନ୍ତୁ..

- Advertisement -

ଜିଓର ଏହି ୮୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ୩ ମାସର ସମୟସୀମା ମିଳିବ। ଅସୀମିତ କଲିଙ୍ଗ ସହ ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି।

ସାମ୍ନାକୁ ଆସିଲା ନେପାଳ ଭୂକମ୍ପର ଭୟଙ୍କର ଦୃଶ୍ୟ ; ଏଯାଏଁ ମୃତ୍ୟୁ ସଂଖ୍ୟା ୯୫

ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦୈନିକ ୨ ଜିବି ଡାଟା ମିଳିବା ସହ ୨୦ ଜିବି ଅତିରିକ୍ତ ଡାଟା ମଧ୍ୟ ମିଳିବ। ମୋଟ୍‌ ୨୦୦ ଜିବି ଡାଟା ମିଳିବ ।

ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ସହ ୯୦ ଦିନ ପର୍ଯ୍ୟନ୍ତ ନିୟମିତ ଏହି ସୁବିଧା ମିଳିବ।

ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓର କ୍ଲାଉଡ଼୍‌ର ମଧ୍ୟ ସୁବିଧା ମିଳିବ।

ଜାନୁଆରୀ ୧୦ ଏକାଦଶୀରେ ଅତ୍ୟନ୍ତ ଶୁଭ ଯୋଗ ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories