www.samajalive.in
Friday, December 12, 2025
26.1 C
Bhubaneswar

ଏଥର୍ ଏନର୍ଜି ଆଣିଲା ନୂଆ ସ୍କୁଟର, ମିଳିବ ଅତ୍ୟାଧୁନିକ ଫିଚର୍

ନୂଆଦିଲ୍ଲୀ : ଇଭି ନିର୍ମାତା କମ୍ପାନୀ ଏଥର ଏନର୍ଜି ଲିମିଟେଡ୍ ୨୦୨୫ ଏଥର ୪୫୦କୁ ଅନେକ ନୂଆ ଫିଚର୍ସ ସହିତ ନେଇଆସିଛି । ନୂଆ ୪୫୦ଏକ୍ସ ଓ ୪୫୦ ଏପେକ୍ସ ସ୍କୁଟରରେ ଏବେ ୩ ଅଲଗା ଅଲଗା ମୋଡ୍ ସହିତ ମଲ୍ଟି-ମୋଡ୍ ଟ୍ରାକ୍ସନ କଣ୍ଟ୍ରୋଲ ମିଳିବ ଯାହା ସୁରକ୍ଷାକୁ ବୃଦ୍ଧି କରିବ । ନୂଆ ଅପଡେଟ୍ସରେ ୪୫୦ଏକ୍ସ ମଡେଲକୁ ମ୍ୟାଜିକ୍ ଟ୍ବିଷ୍ଟ ଓ ଟ୍ରାକ୍ସନ କଣ୍ଟ୍ରୋଲ ଭଳି ଆଡଭାନ୍ସ ଫିଚର୍ସ ମିଳିଛି । ଏହାର ଦାମ୍ ୧,୨୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ସେହିଭଳି ଟପ୍ ମଡେଲର ଦାମ୍ ୧,୯୯,୯୯୯ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

ରାଇଡର ୩ ଅଲଗା ଅଲଗା ମୋଡ୍- ରେନ୍ ମୋଡ୍, ରୋଡ୍ ମୋଡ୍ ଏବଂ ରାଲି ମୋଡରେ ଏହାକୁ ଚଲାଇପାରିବେ । ଫୁଲ ଚାର୍ଜ କରି ଏଥର ୪୫୦ଏକ୍ସରେ ୧୬୧ କିଲୋମିଟର ଏବଂ ୪୫୦ ଏପେକ୍ସରେ ୧୫୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଉଭୟ ଗାଡିରେ ଗୁଗଲ ମ୍ୟାପ୍ସ, ଏଲେକ୍ସା, ଡ୍ୟାଶବୋର୍ଡରେ ହ୍ବାଟ୍ସଆପ୍ ନୋଟିଫିକେସନ୍ ଭଳି ଫିଚର୍ ମିଳିବ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories