www.samajalive.in
Thursday, December 11, 2025
16.1 C
Bhubaneswar

ଦୋକାନ ଖୋଲି ପାଣି ପାଇଁ ଯାଇଥିଲେ, ଲୁଟେରା ନେଇଗଲେ ୫ ଲକ୍ଷ ସହ ସୁନା ଗହଣା..

ଜଳେଶ୍ୱର : ଲୁଟି ନେଲେ ନଗଦ ୫ ଲକ୍ଷ ଟଙ୍କା ସହ ସୁନାରୁପା ଅଳଙ୍କାର । ଜୁଏଲାରୀ ଦୋକାନ ଖୋଲୁ ଖୋଲୁ କଳା କନା ବୁଲାଇଦେଲେ ଲୁଟେରା । ଦୋକାନୀ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଲୁଟେରା ନଗଦ ୫ ଲକ୍ଷ ଟଙ୍କା ସହ ୩୦୦ ଗ୍ରାମ୍‌ ସୁନା ଗହଣା ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ଦୋକାନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ଅଳଙ୍କାରରୁ ଲୁଟ୍‌ ହୋଇଛି ।

କୋହଲା ପାଗକୁ ବର୍ଷା ; ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷିବ

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

- Advertisement -

 

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories