ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ… ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁନର ଧମକ..
ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲା.. ଚିକ୍କଡାପଲ୍ଲୀ ଥାନାରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ.. ୩ ଘଣ୍ଟା ଜେରା କଲା କଲା ପୁଲିସ..
ଶ୍ରୀମନ୍ଦିରରେ ଭିତରକାଠ ଦର୍ଶନ ବନ୍ଦ ହେବନି.. ୨୭ରେ ପରୀକ୍ଷାମୂଳକ ଧାଡ଼ି ଦର୍ଶନ ସଫଳ ହେଲେ ନୂଆବର୍ଷରୁ କାର୍ଯ୍ୟକାରୀ ହେବ.. କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ..
ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା.. ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ.. ଆଜି ୭ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସତର୍କତା.. ବୁଧବାର ୧୧ ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ..
ପୁରୀରେ ମୁକୁଳା ଡ୍ରେନ୍ରେ ଖସି ଯୁବକ ମୃତ.. କୁମ୍ଭାରପଡା ଥାନା ଗଜପତି ନଗରରେ ଅଘଟଣ..
କଟକର ବେଲ୍ ଭ୍ୟୁ ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ.. ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
ଧାନର ଏଫଏକ୍ୟୁ ମାନ କମ୍ ଥିଲେ ବି କିଣିବେ ସରକାର.. ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର.. କହିଲେ ସମସ୍ତ ଚାଷୀଙ୍କ ଧାନ କିଣାଯିବ..ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି..
ଖ୍ରୀଷ୍ଟମାସ ପାଳନ ପାଇଁ ସଜବାଜ.. ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୂ ଯୀଶୁ.. ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ସ୍ଵତନ୍ତ୍ର ପ୍ରସ୍ତୁତି.. ରାଜ୍ୟର ବିଭିନ୍ନ ଚର୍ଚ୍ଚମାନଙ୍କରେ ଯୀଶୁଙ୍କ ଆଗମନ ପାଇଁ ଉତ୍ସାହ..



