www.samajalive.in
Monday, December 8, 2025
13.1 C
Bhubaneswar

୪ ମାସର ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ଏବଂ ମାତୃ ଓ ଶିଶୁ ଡାକ୍ତରଖାନାରେ କାର୍ଯ୍ୟରତ ୨୯ ଜଣ ସଫେଇ କର୍ମଚାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ କଂଗ୍ରେସ ନେତା ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି। କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ପ୍ରଦାନ ପର ଠାରୁ ମାସକୁ ମାସ ଦରମା ଦେଉନାହାନ୍ତି। ଘରେ ପରିବାର ପୋଷଣ କଷ୍ଟକର ହୋଇପଡୁଛି। ଉକ୍ତ ଠିକାଦାର ଭୁବନେଶ୍ୱରରେ ରହୁଥିବା ବେଳେ ସୁପରଭାଇଜର ବଲାଙ୍ଗୀରରେ ରହୁଛନ୍ତି। ପାଉଣା ପାଇଁ କହିଲେ କେହି କର୍ଣ୍ଣପାତ କରୁ ନାହାଁନ୍ତି ଓ ସେମାନଙ୍କ ପାଉଣା ତୁରନ୍ତ ପ୍ରଦାନ ପାଇଁ ଡାକ୍ତରଖାନା ଅଧିକ୍ଷକ ମଧ୍ୟ ଅଣଶୁଣା କରି ଚାଲିଛନ୍ତି ବୋଲି ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି ।

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

ହୃଦୟବିଦାରକ .. ଜୟପୁର ଦୁର୍ଘଟଣାରେ ଜଳୁଥିଲେ ଲୋକେ, ଜଳୁଥିଲା ଗାଡି, ଜୀବନ୍ତ ଦଗ୍ଧ ୧୬, ମିଳୁନି ପରିଚୟ..

- Advertisement -

ଅବପାତରେ ପରିଣତ ଲଘୁଚାପ ; ରବିବାର ସକାଳ ଯାଏଁ ଏହି ଜିଲାରେ ବର୍ଷିବ..

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories