www.samajalive.in
Wednesday, December 10, 2025
26.1 C
Bhubaneswar

ଡିସେମ୍ବର ୧୬ରୁ ବୁଧଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ,କିଣିବେ ଭୂମି,ଯାନ..

ଡିସେମ୍ବର ୧୬ରେ ବୁଧ କରିବେ ସିଧା ଚଳନ । ବୁଧ ବିଛା ରାଶିରେ ସିଧାଚଳନ କରିବାକୁ ଯାଉଛନ୍ତି । ୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବୁଧ ଏହି ଅବସ୍ଥାରେ ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କୁ ବୁଦ୍ଧି, ଜ୍ଞାନ ଓ ସଫଳତାର କାରକ ବୋଲି କୁହାଯାଏ ।

ବୁଧ ସିଧାଚଳନ କରିବା ଦ୍ୱାରା ତାଙ୍କ ଶକ୍ତି ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଓ ଶକ୍ତିଶାଳୀ, ସକରାତ୍ମକ ରୂପେ ପ୍ରଭାବ ଦେଇଥାଏ । ବୁଧ ସିଧାଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ସମୟ ଆରମ୍ଭ ହୋଇଛି । ଏମାନେ ଭାଗ୍ୟଶାଳୀ ହେବା ସହ ବୁଧଙ୍କ କୃପା ପ୍ରାପ୍ତି ହେବ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ନୂଆ କିଛି ଶିଖିବାର ସୁଯୋଗ ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଧନ ବୃଦ୍ଧି ସହ ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ଜୀବନରେ ସୁଖସମୃଦ୍ଧି ଓ ଆନନ୍ଦ ଅନୁଭବ ହେବ । ଭୂମି କିମ୍ବା ଯାନ କିଣିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

କନ୍ୟା – ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ନୂଆ କାମ ପାଇଁ ପ୍ରଶଂସା ପାଇବା ସହ ଉନ୍ନତି ହେବ ।

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାରିବାରିକ ଓ କର୍ମକ୍ଷେତ୍ରରେ ସମ୍ପର୍କ ମଜଭୁତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନକୂଳ ରହିଛି । ଅଟକି ଥିବା କାମ ପୂରଣ ହେବ । ଧନ ସମସ୍ୟା ଦୂର ହେବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଆୟ ଓ ଅନେକ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଇଚ୍ଛା ପୂରଣ ହେବ ।

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

 

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories