www.samajalive.in
Monday, December 8, 2025
24.1 C
Bhubaneswar

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

କିଛି ଦିନରେ ନୂଆବର୍ଷ ୨୦୨୫ ଆରମ୍ଭ ହେବ । ଏହି ବର୍ଷର ଆରମ୍ଭରେ ଷଡାଷ୍ଟକ ଯୋଗ ସୃଷ୍ଟି ହେବାକୁ ଯାଉଛି ।
ବର୍ଷ ୨୦୨୫ର ଆରମ୍ଭରେ ସୂର୍ଯ୍ୟ-ଗୁରୁ ଏକାଠି ହେବାକୁ ଯାଉଛନ୍ତି । ଏହି ଗ୍ରହ ପରସ୍ପରର ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହିବେ । ଏହାର ପ୍ରଭାବରେ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ତେବେ ଜାଣନ୍ତୁ ୨୦୨୫ରେ ସୂର୍ଯ୍ୟ-ଗୁରୁଙ୍କ କୃପାରୁ ସୃଷ୍ଟି ହେବାକୁ ଥିବା ଷଡାଷ୍ଟକ ଯୋଗ ଫଳରେ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖୁବ୍‌ ଶୁଭଙ୍କର । ଷଡାଷ୍ଟକ ଯୋଗ କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ଆଣିବା ସହ ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହେବ । ପରିଶ୍ରମ କରି ସଫଳତା ହାସଲ କରିବେ । ପରିବାର ଓ ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

ରୋଷେଇ ଘର ବାସ୍ତୁ ; ଏମିତି ଆଳୁ ରଖିଲେ ହେବେ କାଙ୍ଗାଳ..

- Advertisement -

ସିଂହ – ଏହି ରାଶିଙ୍କ ପାଇଁ ଷଡାଷ୍ଟକ ଯୋଗ ଖୁବ୍‌ ଖାସ୍‌ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ଉନ୍ନତି ହେବ । ଜୀବନରେ ହସଖୁସି ବୃଦ୍ଧି ହେବ ।

ଧନୁ – ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କର୍ମକ୍ଷେତ୍ର, ବ୍ୟବସାୟ, ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମ କରି ସଫଳତା ପାଇବେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories