www.samajalive.in
Friday, December 5, 2025
27.1 C
Bhubaneswar

ଶିମିଳିପାଳରେ ବାଘଙ୍କୁ ଜଗିବ ୧୨୦ଟି କ୍ୟାମେରା

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ୨୪ ଘଣ୍ଟିଆ ଗତିବିଧିକୁ ନଜର ରଖୁଛି ଏଆଇ କ୍ୟାମେରା। ଦେଶରେ ପ୍ରଥମ କରି ଅଭୟାରଣ୍ୟରେ ଏହି କ୍ୟାମେରା ଲଗାଯାଇଛି। ଫଳରେ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ବାଘଙ୍କ ଗତିବିଧିକୁ ପ୍ରତିଟି ସମୟରେ ନିରୀକ୍ଷଣ କରାଯାଇପାରୁଛି। ଅଭୟାରଣ୍ୟରେ ଲଗାଯାଇଥିବା ଏହି ୧୨୦ଟି ଟ୍ରେଲ୍‌ ଗାର୍ଡ କ୍ୟାମେରା ହାତୀ, ବାଘଙ୍କ ସହ ଶିକାରୀଙ୍କ ଗତିବିଧି ଜାଣି ତୁରନ୍ତ ବନ ଅଧିକାରୀଙ୍କ ମୋବାଇଲ୍‌କୁ ଫଟୋ ପଠାଇପାରୁଛି । ଫଳରେ ବନକର୍ମଚାରୀ ତତ୍କାଳ ଜଙ୍ଗଲରେ ପହଞ୍ଚି ଶିକାରୀଙ୍କୁ ଧରି ପାରୁଛନ୍ତି ବୋଲି ଅବସରପ୍ରାପ୍ତ ପିସିସିଏଫ୍‌ ଡ. ସୁଶାନ୍ତ ନନ୍ଦ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories