ସୁନ୍ଦରଗଡ଼ : ସଦର ରେଞ୍ଜରେ କଇଁସରା ଗାଁରେ ହାତୀଙ୍କ ଉତ୍ପାତ ଯୋଗୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଗାଁକୁ ୨ଟି ହାତୀ ପଶି ଆସିଥିଲେ। ହାତୀଙ୍କ ଆକ୍ରମଣ କାରଣରୁ ଘର ଭାଙ୍ଗିଯାଇ କାନ୍ଥ ତଳେ ଚାପି ହୋଇ ହୋଇଯିବାରୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଗାଁରେ ହାତୀ ପଶି ୪ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।
Popular Categories



