www.samajalive.in
Monday, December 8, 2025
14.1 C
Bhubaneswar

‘ମିସ୍‌ ୟୁନିଭର୍ସ ୨୦୨୪’: ଇତିହାସ ରଚିଲା ଡେନମାର୍କ

ସମାଜ ଡିଜିଟାଲ ଡେସ୍କ: ‘ମିସ୍‌ ୟୁନିଭର୍ସ ୨୦୨୪’ ଟାଇଟଲ ହାତେଇଛନ୍ତି ୨୧ ବର୍ଷୀୟା ଭିକ୍ଟୋରିଆ କଜେର। ଏହାଦ୍ଵାରା ଦୁନିଆର ସବୁଠାରୁ ବଡ଼ ସ୍ୱୀକୃତିପ୍ରାପ୍ତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନମାର୍କ ପ୍ରଥମ ବିଜୟ ହାସଲ କରିଛି। ମିସ୍ ନିକାରାଗୁଆ ଶେନ୍ନିସ୍ ପଲାସିୟୋସ୍ ତାଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ଅପରପକ୍ଷେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ନାଇଜେରିଆର ଚିଡିମ୍ମା ଏଡେଟ୍‌ସିନା। ସେହିପରି ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲ୍‌ଟ୍ରାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ମେକ୍ସିକୋରେ ଅନୁଷ୍ଠିତ ୭୩ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଡେନମାର୍କର ଭିକ୍ଟୋରିଆ କଜେର୍ ଥେଲଭିଗ୍ ବିଜୟ ହାସଲ କରିଛନ୍ତି। ଏହି ୨୧ ବର୍ଷୀୟା ପ୍ରତିଯୋଗୀ ଭାରତର ରିୟା ସିଂଘାଙ୍କ ସମେତ ବିଶ୍ବର ୧୨୫ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡେନମାର୍କର ପ୍ରଥମ ମିସ୍ ୟୁନିଭର୍ସ ସାଜି ଇତିହାସ ରଚିଛନ୍ତି ଭିକ୍ଟୋରିଆ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories