www.samajalive.in
Tuesday, December 9, 2025
15.1 C
Bhubaneswar

ଜି ଉଦୟଗିରିରେ ଷଣ୍ଢ ଆତଙ୍କ, ବାଟୋଇ ଅସୁରକ୍ଷିତ 

ଜି ଉଦୟଗିରି: ଜି ଉଦୟଗିରି ବଜାର ଗାନ୍ଧୀ ଛକ ଠାରେ ଦିନକୁ ଦିନ ଷଣ୍ଢଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେବାରେ ଲାଗିଛି। ଫଳରେ ବାଟୋଇମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ସନ୍ଧ୍ୟାରେ ଦୁଇରୁ ତିନି ଷଣ୍ଢ ଜଗନ୍ନାଥ ମନ୍ଦିର ସମ୍ବୁଖରେ ଲଢେଇ ଜାରି ରଖିବା ଫଳରେ ତିନିରୁ ଅଧିକ ବାଇକ୍ ଚାଳକ ଆହତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories