www.samajalive.in
Monday, December 8, 2025
14.1 C
Bhubaneswar

ସଲମାନ୍‌ଙ୍କ ପରେ ଶାହାରୁଖ୍‌ଙ୍କୁ ହତ୍ୟା ଧମକ..

ମୁମ୍ବାଇ : ଟାର୍ଗେଟରେ ବଲିଉଡର ସୁପରଷ୍ଟାର । ଲଗାତାର ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ପରେ ଏବେ କିଙ୍ଗ୍‌ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ । ଶାହାରୁଖ୍‌ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ରର ବାନ୍ଦ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ତଦନ୍ତ ପାଇଁ ରାୟପୁରରେ ପହଞ୍ଚିଛି ମୁମ୍ବାଇ ପୁଲିସ । ରାୟପୁରର ଅଭିଯୁକ୍ତ ଅଭିନେତାଙ୍କଠାରୁ ବିପୁଳ ଟଙ୍କା ଦାବି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାନୁଯାୟୀ, ରାୟପୁରର ଫୈଜାନ ନାମକ ଜଣେ ଯୁବକ ଏହି ଧମକ ଦେଇଛି । ପୁଲିସ ଉକ୍ତ ଯୁବକର ଫୋନ୍‌ କଲ୍‌ ତାଲିକା ସହ ଲୋକେସନ୍‌ ଜାଣିବା ପରେ ଘଟଣା ତଦନ୍ତ ଜାରି ରଖିଛି । ବାନ୍ଦ୍ରା ପୁଲିସ ଷ୍ଟେସନରେ ଧାରା ୩୦୮(୪), ୩୫୧(୩)(୪) ବିଏନଏସ ଆଧାରରେ ମାମଲା ରୁଜୁ କରାଯାଇଛି ।

ଉଷାଙ୍କୁ ପ୍ରଶଂସା କଲେ ଟ୍ରମ୍ପ; କହିଲେ ଉଷା ମୋଠାରୁ ଅଧିକ ଦକ୍ଷ..

ଦେଖନ୍ତୁ ଛାତିଥରା ଭିଡିଓ; ଚଳନ୍ତା ବସ୍‌ରେ ଚାଳକଙ୍କର ହେଲା ହୃଦଘାତ,ଏମିତି ବଞ୍ଚିଲା ଯାତ୍ରୀଙ୍କର ଜୀବନ

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories