www.samajalive.in
Saturday, December 13, 2025
14.1 C
Bhubaneswar

ବାଣ ବିସ୍ଫୋରଣରେ ଯୁବକ ଗୁରୁତର

କଳାବାଡିଆ : ବାଣ ବିସ୍ଫୋରଣରେ ଜଶେ ଯୁବକ ଗୁରୁତର ହୋଇଛି। ବାଙ୍ଗିରିପୋଷି ଥାନା ତାଳଟିକିରି ଗ୍ରାମର ୨୬ବର୍ଷର ଯୁବକ ପ୍ରଦୀପ ନାଏକ ବାଣ ବିସ୍ଫୋରଣରେ ଗୁରୁତର ହୋଇଛି। ଦୀପାବଳୀ ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ବାଣ ଯୁବକର ମୁହଁରେ ଫୁଟି ଯାଇଥିଲା। ଫଳରେ  ପ୍ରଦୀପଙ୍କ ଡାହାଣ ଆଖିରେ ଗଭୀର ଭାବେ ଆଘାତ ହୋଇଥିଲା ଏବଂ  ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ଗୁରୁତର ଯୁବକକୁ ପ୍ରଥମେ ବାଙ୍ଗିରିପୋଷି ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏବେସେ ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories