www.samajalive.in
Thursday, December 11, 2025
18.1 C
Bhubaneswar

ମାତ୍ର ୮୨୪ ଟଙ୍କାରେ ଘରକୁ ନିଅନ୍ତୁ ରିୟଲମିର ଏହି ଫୋନ୍, ଚାଲିଛି ଅଫର

ନୂଆଦିଲ୍ଲୀ : ଦୀପାବଳି ପାଇଁ ଅନେକ ଇ-କମର୍ସ ଓ୍ବେବସାଇଟ୍ ଗ୍ରାହକଙ୍କୁ ଅନେକ ଅଫର ଦେଉଛନ୍ତି । ଏବେ ରିୟଲମି ନାର୍ଜୋ ୭୦ ଟର୍ବୋ ୫ଜି ଫୋନକୁ ଆପଣ ମାତ୍ର ୮୨୪ ଟଙ୍କା ଦେଇ କିଣିପାରିବେ । ଆମାଜନର ଦୀପାବଳି ସେଲରେ ଏହି ଅଫର ମିଳୁଛି । ଏହି ଫୋନର ଦାମ୍ ଆମାଜନରେ ୧୯,୯୯୯ ଟଙ୍କା । ଏଥିରେ ୩ ହଜାର ଟଙ୍କାର ରିହାତି ମିଳୁଛି ।

ଆମାଜନ ଦୀପାବଳି ସେଲରେ ରିୟଲମି ନାର୍ଜୋ ୭୦ ଟର୍ବୋ ୫ଜିକୁ ଆପଣ ୮୨୪ ଟଙ୍କା ପ୍ରତି ମାସର ନୋ କଷ୍ଟ ଇଏମଆଇରେ ଘରକୁ ନେଇପାରିବେ । ସ୍ମାର୍ଟଫୋନରେ ୧୫ ପ୍ରତିଶତ ଅର୍ଥାତ୍ ସମୁଦାୟ ୩ ହଜାର ଟଙ୍କାର ରିହାତି ମିଳୁଛି । ଏହାକୁ ଆପଣ ୧୬,୯୯୮ ଟଙ୍କାରେ କ୍ରୟ କରିପାରିବେ । ଏହା ବ୍ୟତୀତ ସ୍ମାର୍ଟଫୋନରେ ୨ ହଜାର ଟଙ୍କାର କୁପନ ମଧ୍ୟ ମିଳୁଛି । ଏକ୍ସଚେଞ୍ଜ ଅଫର ଅନୁସାରେ ଆପଣ ସ୍ମାର୍ଟଫୋନରେ ୧୬,୦୫୦ ଟଙ୍କାର ଅତିରିକ୍ତ ରିହାତି ପାଇପାରିବେ ।

- Advertisement -

ଫୋନରେ ୬,୮,୧୨ ଜିବି ରାମ ବିକଳ୍ପ ସହ ୨୮ ଜିବି ଓ ୨୫୬ ଜିବି ଷ୍ଟୋରେଜ୍ ବିକଳ୍ପ ମିଳୁଛି । ଫୋନରେ ୬.୬୭ ଇଞ୍ଚର ଓଏଲଇଡି ଡିସପ୍ଲେ ମିଳିବ ଯାହାର ରିଫ୍ରେଶ ରେଟ୍ ୧୨୦ ହର୍ଜ । ଫୋନରେ ଆଣ୍ଡ୍ରଏଡ୍ ୧୪ ମିଳିବ । ୫୦ ଏମପିର ପ୍ରାଇମେରୀ କ୍ୟାମେରା ସହ ୨ ଏମପିର ପୋଟ୍ରେଟ୍ ସେନ୍ସର ରହିଛି । ସେଲ୍ଫି ପାଇଁ ୧୬ ଏମପିର ଫ୍ରଣ୍ଟ୍ କ୍ୟାମେରା ରହିଛି । ଫୋନରେ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ ଯାହା ୪୫ ଓ୍ବାଟ୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ  ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories