www.samajalive.in
Saturday, December 13, 2025
26.1 C
Bhubaneswar

ଚେନ୍ନାଇ ଏୟାର ଶୋ’ରେ ଅଘଟଣ: ୫ ଦର୍ଶକ ମୃତ, ୧୦୦ରୁ ଅଧିକ ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ’ ବେଳେ ଅଘଟଣ ଘଟିଛି। ଶୋ’ ଦେଖିବା ଲାଗି ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ସକାଳୁ ଗୁଳୁଗୁଳି ଗରମ ଯୋଗୁ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାରୁ ୫ ଦର୍ଶକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୦୦ରୁ ଅଧିକ ଦର୍ଶକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ମରିନା ବିଚରେ ଏୟାର ଶୋ’ ହେବାର ଥିଲା। ଏଥିପାଇଁ ସକାଳ ପ୍ରାୟ ୮ଟାରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ଏୟାର ଶୋ’। ଏହା ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଶୋ’ ଦେଖିବାକୁ ୧୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା, ଯେଉଁଥିପାଇଁ ପ୍ରବଳ ଗରମ ଗୁଳୁଗୁଳିରେ ଦର୍ଶକମାନେ ଅସୁସ୍ଥ ହୋଇପଡ଼ିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories