www.samajalive.in
Sunday, December 14, 2025
26.1 C
Bhubaneswar

ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ମନା, ୨ ଥର ବୁଲିବ ଅଳିଆ ଗାଡ଼ି

ଭୁବନେଶ୍ବର : ପାର୍ବଣ ସମୟରେ ଭୁବନେଶ୍ବର ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ୍ ଆଦୌ ବ୍ୟବହାର ହେବନି । ଏନେଇ କଟକଣା ଜାରି କରାଯାଇଛି । ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ । ସମସ୍ତେ ଏଣେତେଣେ ଅଳିଆ ନପକାଇ ଡଷ୍ଟବିନରେ ହିଁ ପକାଇବେ । ଦିନକୁ ୨ ଥର ଅଳିଆ ଗାଡି ସବୁ ପେଣ୍ଡାଲ ବୁଲିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ ହେବା ସହ ସୂଚନା କେନ୍ଦ୍ର ରହିବ । ଭୁବନେଶ୍ବର ମେୟର ସୁଲୋଚନା ଦାସ ଏମିତି ସୂଚନା ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories