www.samajalive.in
Monday, December 8, 2025
27.1 C
Bhubaneswar

ଭୋଡାଫୋନ୍ ଆଣିଲା ୧୭୫ ଟଙ୍କାର ନୂଆ ପ୍ଲାନ୍: ୧୫ ଓଟିଟି, ୪୦୦ ଟିଭି ଚ୍ୟାନେଲ ମାଗଣା

ନୂଆଦିଲ୍ଲୀ : ଭୋଡାଫୋନ୍ ଆଇଡିଆ ନିଜ ଗ୍ରାହକଙ୍କ ପାଇଁ ୧୭୫ ଟଙ୍କାର ନୂଆ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । ଏହି ରିଚାର୍ଜ ପ୍ଲାନରେ ୧୫ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପ୍ସନ ମିଳୁଛି । ଏହା ବ୍ୟତୀତ ୪୦୦ ଚ୍ୟାନେଲର ମାଗଣା ଆକ୍ସେସ ମଧ୍ୟ ମିଳିବ । ଏହି ପ୍ଲାନର ବୈଧତା ୨୮ ଦିନ ରହିବ । ଏହା ସହିତ ପ୍ଲାନରେ ୧୦ ଜିବି ଡାଟା ମଧ୍ୟ ଫ୍ରି ମିଳିବ । ତେବେ ଗ୍ରାହକଙ୍କୁ ଏଥିରେ କଲିଂ କିମ୍ବା ମେସେଜର ସୁବିଧା ମିଳିବନି । ଯେଉଁମାନେ ଅଧିକ ଓଟିଟି ପ୍ଲାଟଫର୍ମରେ ସିନେମା ଦେଖିବାକୁ ପସନ୍ଦ କରନ୍ତି ବା ଲାଇଭ୍ ଟିଭି ଦେଖନ୍ତି ସେମାନଙ୍କ ପାଇଁ ଖାସ୍ କରି ଏହି ପ୍ଲାନ୍ ନେଇଆସିଛି ଭୋଡାଫୋନ୍ ଆଇଡିଆ । ସେମାନେ ଏହି ପ୍ଲାନର ଫାଇଦା ଉଠାଇପାରିବେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories