ତାଲା ପକାଉଥିଲେ ସୁନା ବ୍ୟବସାୟୀ; ଦୁର୍ବୃତ୍ତ ଲୁଟି ନେଲେ କେଜିଏ ସୁନା, ୫ କେଜି ରୁପା..
ମୋହନା : ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ କେଜି କେଜି ସୁନାଗହଣା । କେଜିଏ ସୁନା, ୫ କେଜି ରୁପା ଲୁଟ୍ ହୋଇଥିବା ନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଘଟଣା ଗୁରୁବାର ସାମ୍ନାକୁ ଆସିଛି । ବ୍ୟବସାୟୀ ଜଣକ ଦୋକାନ ତାଲା ପକାଇବା ବେଳେ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗ୍କୁ ଝାମ୍ପି ନେଇଥିଲେ ।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏ କି ଦୃଶ୍ୟ! ଭିଡିଓରେ ଦେଖନ୍ତୁ, ଛେପ ପକାଇ ହୋଟେଲରେ ରୁଟି ସେକୁଛନ୍ତି ଯୁବକ..
Comments are closed.