ଏ କି ଦୃଶ୍ୟ! ଭିଡିଓରେ ଦେଖନ୍ତୁ, ଛେପ ପକାଇ ହୋଟେଲରେ ରୁଟି ସେକୁଛନ୍ତି ଯୁବକ..

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତରେ ଜଣେ ଦୋକାନୀ ଖାଦ୍ୟ ତିଆରି କରିବା ସମୟରେ ଏପରି କିଛି କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲାଇ ଦେବ। ନରେଶ ଚିକେନ କରନର୍‌ ହୋଟେଲରେ ଦୋକାନୀ ଜଣକ ଛେପ ଲଗାଇ ରୁଟି ପ୍ରସ୍ତୁତ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ହୋସ୍‌ ଉଡି ଯାଇଛି। पहले थूका फिर तंदूर में सेकी रोटी.. उत्तर प्रदेश : बागपत का एक वीडियो सोशल मीडिया … Continue reading ଏ କି ଦୃଶ୍ୟ! ଭିଡିଓରେ ଦେଖନ୍ତୁ, ଛେପ ପକାଇ ହୋଟେଲରେ ରୁଟି ସେକୁଛନ୍ତି ଯୁବକ..