www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟାଳୟରୁ ରଣା ସାପ ଉଦ୍ଧାର

ପାତ୍ରପୁର: ସାମନ୍ତିଆ ପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ସୁରଙ୍ଗି ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସରରୁ ଏକ ପାଞ୍ଚଫୁଟିଆ ରଣା ସାପକୁ ଉଦ୍ଧାର କରାଯାଇଛି। ନବୋଦୟ ବିଦ୍ୟାଳୟ ଖେଳ ପଡିଆ ନିକଟରେ ଘାସ ସଫା କରୁଥିବା ବେଳେ ସାପଟି ନଜରକୁ ଆସିଥିଲା। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ସାପ ଧରାଳିକୁ ଖବର ଦେଇଥିଲେ। ଚିକିଟିର ସାପ ଧରାଳି ରାମଚନ୍ଦ୍ର ସାହୁ ପହଞ୍ଚି ସାପ ଟିକୁ ଉଦ୍ଧାର କରିଥିଲେ। ସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡାଯିବ ବୋଲି ପ୍ରକାଶ କରିଥିଲେ।

ବଙ୍ଗୋପସାଗରରେ ଲଘୁଚାପ; ୨୬ ଯାଏଁ ପ୍ରବଳ ବର୍ଷିବ..

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories