www.samajalive.in
Monday, December 8, 2025
13.1 C
Bhubaneswar

ବନ୍ଦେ ଭାରତରେ ହେବନି ସିଟର ଅଭାବ ! ଆସିଲା ୨୦ କୋଚ୍ ବିଶିଷ୍ଟ ମେଟ୍ରୋ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଜରୁ ଅହମଦାବାଦ ପର୍ଯ୍ୟନ୍ତ ଭାରତର ପ୍ରଥମ ବନ୍ଦେ ମେଟ୍ରୋକୁ ସବୁଜ ପତାକା ଦେଖାଇଛନ୍ତି । ଏହା ସହିତ ସେ ଅନେକ ବନ୍ଦେ ଭାରତ ଟ୍ରେନକୁ ସବୁଜ ସଙ୍କେତ ଦେଇଛନ୍ତି । ଏଥିରେ ନାଗପୁରରୁ ସିକନ୍ଦରାବାଦ, କୋଲ୍ହାପୁରରୁ ପୁଣେ, ଆଗ୍ରା କ୍ୟାଣ୍ଟରୁ ବାରଣାସୀ, ଦୁର୍ଗରୁ ବିଶାଖାପଟନମ୍, ପୁଣେରୁ ହୁବଳୀ ପର୍ଯ୍ୟନ୍ତ ଟ୍ରେନ୍ ଚାଲିବ । ମୋଦୀ ଦେଶକୁ ପ୍ରଥମ ୨୦ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ପ୍ରଦାନ କରିଛନ୍ତି ଯାହା କି ବାରଣାସୀରୁ ଦିଲ୍ଲୀ ମଧ୍ୟରେ ଚାଲିବ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories