www.samajalive.in
Sunday, December 7, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

୧୫.୯.୨୦୨୪ ରିଖ ରବିବାର ଭାଦ୍ରବ ଶୁକ୍ଲ ଦ୍ୱାଦଶୀ ତିଥି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ..
ମଧ୍ୟାହ୍ନଧୂପ ଚ୍ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ଲଘୁଚାପ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ, ୫ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ସତର୍କତା ଜାରି , ସ୍ଥିତିକୁ ଦେଇ ମୟୁରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା..

- Advertisement -

ବଦଳିଆ ମୋ ସ୍କୁଲ୍‌ ଅଭିଯାନ ନାଁ..

୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ନାଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି..

ଏହି ନାଁ ବଦଳି ନୂଆ ନାଁ ‘ପଞ୍ଚଶଖା ଶିକ୍ଷା ସେତୁ’ ଅଭିଯାନ..

ଭୁବନେଶ୍ୱର : ବୈଜ୍ଞାନିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା..

୨୨ ସେପ୍ଟେମ୍ବରରେ ଗଜକେସରୀ ସହ ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ, ଖାଲି ହେବ ଲାଭ..

ଚନ୍ଦକା ଥାନା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟି ନେଲେ ଦୁର୍ବୃତ୍ତ..

 

ଭିଡିଓରେ ଦେଖନ୍ତୁ; କେମିତି ଜଙ୍ଗଲର ରାଜାକୁ ଧୂଳି ଚଟାଇଲା ଜିରାଫ..

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ଵରରେ ଏସପିଜି ଟିମ୍: ବିମାନ ବନ୍ଦରଠୁ ନେଇ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ, ଆଜି ହୋଇପାରେ କାରେକେଡ୍ ରିହଲସର୍ଲ..

କଟକରେ ଅଘଟଣ, ମାଆର ଗଳାକାଟି ହତ୍ୟା କଲା ସଇତାନ ପୁଅ..

ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବାରାମୂଳାରେ ଗୁଳିବିନିମୟ, ନିପାତ ହେଲେ ୩ ଆତଙ୍କବାଦୀ..
କିସ୍ତଓ୍ବାରରେ ଯବାନଙ୍କ ଉପରକୁ ଆତଙ୍କୀଙ୍କ ଗୁଳିମାଡ଼, ୨ ଯବାନ ସହିଦ ଓ ଅନ୍ୟ ଦୁଇ ଯବାନ ଆହତ..

ଟିଟିଲାଗଡ଼: ‘ସୁଭଦ୍ରା’ଯୋଜନା, ଜଣଙ୍କ ପିଛା ଶହେ ଟଙ୍କା ମାଗି ଅଭିଯୁକ୍ତ ଗିରଫ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories