ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..

ନୂଆଦିଲ୍ଲୀ : ସ୍କୁଲରୁ ଛୁଟି ନେବା ପାଇଁ ଅନେକ ସମୟରେ ଛାତ୍ରଛାତ୍ରୀ ଖୁବ୍‌ ଆଶ୍ଚର୍ଯ୍ୟଜନକ ବାହାନା କରି ଥାଆନ୍ତି । ଯାହାକୁ ଶୁଣି ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବିଶ୍ୱାସ କରନ୍ତି ନାହିଁ । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଛାତ୍ର ଗଣେଶ ପୂଜା ବାହାନାରେ ଛୁଟି ଆବେଦନ କରିଥିବା ଏକ ପତ୍ରର ଭିଡିଓ ଏବେ ସୋସିଆଲ ମିଡିଆରେ ସଭିଁଙ୍କ … Continue reading ଜାଣନ୍ତୁ; ପିଲାଟି ଗଣେଶ ପୂଜା ପାଇଁ ଛୁଟି ପତ୍ରରେ ଲେଖିଲା ଏମିତି..