www.samajalive.in
Wednesday, December 10, 2025
14.1 C
Bhubaneswar

ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ? ଏମିତି କହିଲେ ସଚିବ..

ନୂଆଦିଲ୍ଲୀ : ଅଶୋଧିତ ତୈଳ ଦାମ୍ କମିବା ପରେ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରାଳୟ ସଚିବ ପଙ୍କଜ ଜୈନଙ୍କ କହିବାନୁସାରେ ଯଦି ଅଶୋଧିତ ତୈଳ ଦାମ୍ ଅନେକ ସମୟ ଧରି କମ୍ ରୁହେ ତେବେ ତେଲ କମ୍ପାନୀମାନେ ପେଟ୍ରୋଲ –ଡିଜେଲ ଦାମ୍ କମାଇବା ପାଇଁ ଚିନ୍ତା କରିପାରନ୍ତି ।

ତେଲ ଦାମ୍ ଗତ କିଛି ଦିନରେ କମ୍ ହୋଇ ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏଥିରେ ଅଏଲ କମ୍ପାନୀମାନଙ୍କ ଲାଭ ବଢିଛି । ଦାମରେ ହ୍ରାସ ଯୋଗୁଁ ଖୁଚୁରା ବିକ୍ରେତା ଓ ସରକାରୀ ତେଲ କମ୍ପାନୀଙ୍କ ମାର୍ଜିନ୍ ବଢିଯାଇଛି । ସରକାରୀ କମ୍ପାନୀଙ୍କ ବଜାରରେ ପ୍ରାୟ ୯୦ ପ୍ରତିଶତ ଭାଗିଦାରୀ ରହିଛି । କହିରଖୁଛୁ ଗୁରୁବାର ଅଶୋଧିତ ତୈଳର ଦାମ୍ ୫୧ ଟଙ୍କା ବୃଦ୍ଧି ପରେ ୫,୭୦୯ ପ୍ରତି ବ୍ୟାରେଲ୍ ହୋଇଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories