ରାଜ୍ୟରେ ପୁଣି ବର୍ଷା ସତର୍କତା: ଶୁକ୍ରବାରଠାରୁ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା..
ଆଜି ପାଇଁ ୧୪ ଉପକୂଳ ଜିଲ୍ଲାକୁ ବିଜୁଳି , ଘଡଘଡି ଓ୍ବାର୍ଣ୍ଣିଂ, ୧୩ ତାରିଖ ପାଇଁ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି..
ଆଜି ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ :
୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର..
ବୁଧ-ଶୁକ୍ର ଏକାଠି ପରେ ଅକ୍ଟୋବରରେ ଲକ୍ଷ୍ମୀ-ନାରାୟଣ ଯୋଗ ; ଏହି ରାଶିଙ୍କ ଚମକିବ ଭାଗ୍ୟ, ଧନ ଲାଭର ଯୋଗ..
ମୃତ ବାପାର ଚାକିରି ପାଇବ ଝିଅ, ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଝିଅଙ୍କୁ ମିଳିବି ଚାକିରି, ଅବିବାହିତ ଝିଅ କିମ୍ବା ସାବତ ଝିଅକୁ ମିଳିବ ନିଯୁକ୍ତି, ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ..
ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମିଳିଲା ମଞ୍ଜୁରୀ..
ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ୧୨ ଘଣ୍ଟିଆ ତେଲକୋଇ ବନ୍ଦ: ୪୯ ନଂ ଏନଏଚ୍ ଜଗମୋହନପୁର ଠାରେ ରାସ୍ତା ଅବରୋଧ..
ଚକଧରପୁର ସମନ୍ବୟ ସମିତି ପକ୍ଷରୁ ବନ୍ଦ ପାଳନ, ଦୋକାନ ବଜାର, ସ୍କୁଲ, କଲେଜ ସହ ଗାଡି ଚଳାଚଳ ବନ୍ଦ..
ତେଲକୋଇ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍ ବସ୍ : ୫ କର୍ମଚାରୀ ଆହତ, ତେଲକୋଇ ବନ୍ଦ ସ୍ଥାନକୁ ଡ୍ୟୁଟିରେ ଯାଉଥିବାବେଳେ ଅଘଟଣ..
ଭଦ୍ରକ ତିହିଡି ଥାନା ପାଳିଆରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ୭ ଆହତ, ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର, ଗାଁରେ ଉତ୍ତେଜନା, ପୁଲିସ୍ ମୁତୟନ..
ବାସ୍ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..
ବାରିପଦା: ଗାଁ ମଝିରେ ପଡିଛି ମାଈ ହାତୀର ମୃତଦେହ, ବେତନଟୀ ରେଞ୍ଜ ଜାମୁଶୁଳି କୁରାଢିକ ଗାଁରେ ହାତୀର ମୃତ୍ୟୁ, ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ଅନୁମାନ, ବନ ବିଭାଗର ତଦନ୍ତ ଜାରି..
୨ ସେନା ଅଧିକାରୀଙ୍କୁ ମାଡ଼ ମାରି ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ, ମଧ୍ୟପ୍ରଦେଶର ଅହିଲ୍ୟା ଗେଟ୍ ନିକଟ ରାସ୍ତାରେ ଘଟିଛି ଘଟଣା..
କେନ୍ଦୁଝର ଜିଲ୍ଲା ହଦଗଡ଼ ନବୋଦୟ ବିଦ୍ୟାଳୟରେ ଅଭାବନୀୟ ଘଟଣା: ନବମ ଶ୍ରେଣୀ ଛାତ୍ରକୁ ରାଗିଂ କରିବା ସହ ନିସ୍ତୁକ ମାଡ ମାରିଲେ କିଛି ଅଣ ଓଡ଼ିଆ ଛାତ୍ର , ଥାନାରେ ଏତଲା ଦେଲେ ପରିବାର ଲୋକ..



