ବୁଧ-ଶୁକ୍ର ଏକାଠି ପରେ ଅକ୍ଟୋବରରେ ଲକ୍ଷ୍ମୀ-ନାରାୟଣ ଯୋଗ ; ଏହି ରାଶିଙ୍କ ଚମକିବ ଭାଗ୍ୟ, ଧନ ଲାଭର ଯୋଗ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ । ଅକ୍ଟୋବରରେ ବୁଧ ଓ ଶୁକ୍ର ଗ୍ରହ ନିଜ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ । ଏହାଦ୍ୱାରା କନ୍ୟା ରାଶିରେ ଲକ୍ଷ୍ମୀ -ନାରାୟଣ ଯୋଗ ସୃଷ୍ଟି ହେବ । ଶାସ୍ତ୍ର ଅନୁଯାୟୀ, ଲକ୍ଷ୍ମୀ-ନାରାୟଣ ଯୋଗର ବିଶେଷ ମହତ୍ତ୍ୱ ରହିଛି । ଶାସ୍ତ୍ରରେ ଏହାକୁ ଅତ୍ୟନ୍ତ ଶୁଭ … Continue reading ବୁଧ-ଶୁକ୍ର ଏକାଠି ପରେ ଅକ୍ଟୋବରରେ ଲକ୍ଷ୍ମୀ-ନାରାୟଣ ଯୋଗ ; ଏହି ରାଶିଙ୍କ ଚମକିବ ଭାଗ୍ୟ, ଧନ ଲାଭର ଯୋଗ..