ଭାରତରେ ମଙ୍କିପକ୍ସ ଭୂତାଣୁ ଠାବ

ନୂଆଦିଲ୍ଲୀ : ଭାରତରେ ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି । ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ଯୁବକ ଜଣକ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ । ତାଙ୍କ ନିକଟରେ ମଙ୍କିପକ୍ସ ଚିହ୍ନଟ ହୋଇଛି । ସେ ମଙ୍କିପକ୍ସରେ ଚିହ୍ନଟ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ତାଙ୍କ ନମୁନା ପରୀକ୍ଷଣ ପରେ ସେ ସକାରାତ୍ମକ ଥିବା ଜଣାପଡିଛି ।  ଯୁବକ ମଙ୍କିପକ୍ସ ମଙ୍କିପକ୍ସ ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରୁ କ୍ଲେଡ ୨ ଭାଇରସ ଠାବ ହୋଇଛି। ୨୦୨୨ ଜୁଲାଇରୁ ଭାରତରେ ଏହି ଭାଇରସ ୩୦ ଜଣଙ୍କ ଶରୀରରେ ମଧ୍ୟ ଠାବ ହୋଇଥିଲା। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି।

କୋରାପୁଟ ଓ ମାଲକାନଗିରି ଜିଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Comments are closed.