www.samajalive.in
Saturday, December 13, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ଗାଁଠୁ ସହର ଚଳଚଞ୍ଚଳ..

ସାହି ବସ୍ତିରେ ହୋଇଛି ପୂଜା ପେଣ୍ଡାଲ, ଚାଲିଛି ଗଜାନନଙ୍କ ପୂଜା..

- Advertisement -

ଜଟଣୀରେ ୨୦୦ରୁ ଅଧିକ ମଣ୍ଡପ, ସୁନ୍ଦର ଆଲୋକମାଳାଓ ଚିତାକର୍ଷକ ସାଜସଜ୍ଜା..

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା..

୧୦ ଯାଏଁ ପ୍ରବଳ ବର୍ଷିବ, ଆଜି ପାଇଁ ୨୨ ଜିଲାକୁ ସତର୍କ ସୂଚନା ଜାରି..

ଆସନ୍ତା ୯ ତାରିଖ ସୋମବାର ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ..

ବଦଳିବ ଭାଗ୍ୟ, ହୀରା ଭଳି ଚମକିବ, ଗଣେଶ ଚତୁର୍ଥୀରେ ରାଶି ଅନୁଯାୟୀ ଏହି ଉପାୟରେ ମିଳିବ ସଫଳତା..

ନୂଆଁଖାଇ ପାଇଁ ଛୁଟି ଥିବାରୁ ବନ୍ଦ ରହିବ ସବୁ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା..

ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗଡ଼ିଲା ସୁଭଦ୍ରା ରଥ..

ସୁନୀତା ଓ୍ବିଲିୟମ୍ସଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର..

ପୃଥିବୀ ପୃଷ୍ଠରେ ସଫଳତାର ସହ କଲା ଅବତରଣ..

ମଧ୍ୟପ୍ରଦେଶ ଜବଲପୁର ଷ୍ଟେସନରେ ସୋମନାଥ ଏକ୍ସପ୍ରେସ ଲାଇନଚ୍ୟୁତ..

୧୦ ଯାଏଁ ପ୍ରବଳ ବର୍ଷିବ; ଆଜି ଏହି ୨୨ ଜିଲାକୁ ସତର୍କ ସୂଚନା ଜାରି..

ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସର ୨ଟି ବଗି ଲାଇନଚ୍ୟୁତ..

ଦଶପଲ୍ଲା ଡିହଗାଁ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ବାଇକ୍ ଧକ୍କାରେ ଦୁଇ ମୃତ..

ଜଣେ ଗୁରୁତର, ଘଟଣାସ୍ଥଳରେ ଜଣେ ଓ ଅନ୍ୟ ଜଣେ ହସ୍ପିଟାଲରେ ମୃତ..

ଗୁରୁତର ବାଇକ୍ ଚାଳକ ନୟାଗଡ ହସ୍ପିଟାଲରେ ଭର୍ତ୍ତି..

ମନ୍ତ୍ରପାଠ ଓ ଶ୍ଲୋକରେ ଗୁଞ୍ଜରିତ ହେଲାଣି ଶିକ୍ଷାନୁଷ୍ଠାନ..

ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଜାରି ରହିବା ନେଇ ଦେଲେ ସୂଚନା..

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଝାରପଡା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ..

ଅମାପ ସମ୍ପତ୍ତିର ହିସାବ ଦେଇପାରିଲେନି..

ବାସଭବନ ସମେତ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢାଉ…

୪ଦାମୀ ପ୍ଲଟ, ରାଜଧାନୀରେ ୪ମହଲା କୋଠା, ପୁଳା ପୁଳା ମୋବାଇଲ୍‌‌ ଫୋନ୍‌‌ ଠାବ ହୋଇଥିଲା..

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories