www.samajalive.in
Wednesday, December 10, 2025
17.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ଆଜି ପବିତ୍ର ଜନ୍ମାଷ୍ଟମୀ, ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ନେଇ ପ୍ରସ୍ତୁତି..

ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ..

- Advertisement -

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ , ଏଥିପାଇଁ ସନ୍ଧ୍ୟା ୭ଟାରୁ ରାତି ୧୧ ପର୍ଯ୍ୟନ୍ତ ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ..

ଆଜି ପବିତ୍ର ଜନ୍ମାଷ୍ଟମୀ: ଇସ୍କନ୍ ମନ୍ଦିରରେ ପ୍ରବଳ ଗହଳି..

ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ; ୪ ଘଣ୍ଟା ଦର୍ଶନ ବନ୍ଦ

ହୀରାକୁଦ : ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍‌, ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି..

ଜାମ୍ମୁ-କାଶ୍ମୀର ନିର୍ବାଚନ: ନୂଆ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଥିବା ୧୫ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନାମ ପ୍ରକାଶ..

ଜନ୍ମାଷ୍ଟମୀରେ ରାଶି ଅନୁଯାୟୀ ଏସବୁ ଦାନ କରନ୍ତୁ , ଦେଖନ୍ତୁ ଚମତ୍କାର..

ସାଲିଆ ସାହିରେ ପୁଣି ଚଢାଉ..

ଦୁଇ ଦିନ ତଳେ ପୁଲିସ ପକ୍ଷରୁ ହୋଇଥିଲା ରେଡ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories