www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ଚୀନ ଆକାଶରେ ୭ଟି ସୂର୍ଯ୍ୟ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଆକାଶରେ ଗୋଟିଏ ନୁହେଁ ୭ଟି ସୂର୍ଯ୍ୟ ଦେଖାଯାଉଛି । ଏହି ଭିଡିଓ ଚୀନର ବୋଲି ଜଣାପଡିଛି। ଏହି ଆଶ୍ଚର୍ଯ୍ୟଜନକ ଓ ଅଦ୍ଭୁତ କରିବା ଭଳି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଭିଡିଓଟି ୧୮ ଅଗଷ୍ଟର। ଜଣେ ମହିଳା ଏକ ହସ୍ପିଟାଲ ଝରକାରୁ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିବା ବେଳେ ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।


ଏହା ଏକ ଦୃଷ୍ଟି ସମ୍ବନ୍ଧୀୟ ଭ୍ରମ ଓ ଭର୍ଚୁଆଲ୍‌ ଇମେଜ୍‌ ହେତୁ ଘଟିଥିଲା । ମହିଳା ଜଣକ ଡାକ୍ତରଖାନାର ଝରକାରୁ ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରିଥିଲେ । ଝରକାର କାଚର ପ୍ରତ୍ୟେକ ସ୍ତର ଏକ ଭିନ୍ନ ସୂର୍ଯ୍ୟର ଉପସ୍ଥିତି ନେଇ ଜଣାଇଥିଲା। ଆଲୋକର ପ୍ରତିଫଳନର ଫଳରେ ଏକାଠି ୭ଟି ସୂର୍ଯ୍ୟ ନଜର ଆସିଲା।

ନେପାଳରେ ନଦୀକୁ ଖସିଲା ବସ୍‌ ;୧୪ ଭାରତୀୟ ମୃତ

- Advertisement -

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories