ନେପାଳରେ ନଦୀକୁ ଖସିଲା ବସ୍‌ ;୧୪ ଭାରତୀୟ ମୃତ

କାଠମାଣ୍ଡୁ : ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌ । ଶୁକ୍ରବାର ନେପାଳରୁ ୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭାରତୀୟ ବସ୍‌ ନଦୀକୁ ଖସି ପଡିଛି । ଏଥିରେ ଏଯାଏଁ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନାନୁସାରେ ଗୋରଖପୁରରୁ ଯାତ୍ରୀଙ୍କୁ ନେଇ ଏହି ବସ୍‌ ନେପାଳ ଯାଉଥିଲା । ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାରେ ୧୬ ଜଣ ଆହତ … Continue reading ନେପାଳରେ ନଦୀକୁ ଖସିଲା ବସ୍‌ ;୧୪ ଭାରତୀୟ ମୃତ