www.samajalive.in
Thursday, December 11, 2025
18.1 C
Bhubaneswar

ଝାଡାବାନ୍ତିରେ ଦମ୍ପତି ମୃତ, ୩ ଗୁରୁତର

ବରଗଡ଼ : ଦୂଷିତ ପାଣି ପିଇ ଝାଡାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଘଟିଛି ଏଭଳି ଘଟଣା । ଦୂଷିତ ପାଣି ପିଇ ଦମ୍ପତ୍ତିଙ୍କ ମୃତ୍ୟୁ ହେବା ସହ ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ପରିବାରର ୩ ଜଣ ମଧ୍ୟ ଗୁରୁତର ହୋଇ ଚିରିତ୍ସିତ ହେଉଛନ୍ତି   ପାନୀୟ ଜଳ ଯୋଗାଣ ବିଭାଗ ଓ ଡାକ୍ତରୀ ଟିମ୍ ଗାଁରେ ଥିବା ନଳକୂପର ପାଣି ସଂଗ୍ରହ କରି ପରୀକ୍ଷା କରିବା ପାଇଁ ପଠାଇଥିବା ଗାଁଲୋକେ କହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories