www.samajalive.in
Monday, December 8, 2025
14.1 C
Bhubaneswar

ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ସବୁକିଛି..

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ବୋଲି କୁହାଯାଏ । ଶନି ସବୁଠାରୁ ଧିମା ଚଳନ କରି ଥାଆନ୍ତି ଓ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି । ସେହିପରି ଶୁକ୍ର ଗ୍ରହ ଧନ-ବୈଭବ, ଐଶ୍ୟର୍ଯ୍ୟ ପ୍ରଦାନ କରି ଥାଆନ୍ତି । ଗ୍ରହଙ୍କ ରାଜକୁମାର ବୁଧ ବ୍ୟବସାୟ, ବାଣୀ ଓ ବୁଦ୍ଧିର କାରକ ଅଟନ୍ତି । ଅଗଷ୍ଟ ମାସରେ ଶନି ଶଶ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ବୁଧ ଓ ଶୁକ୍ର ଏକାଠି ହେବେ । ଏହାସହ ବୁଧ, ଶୁକ୍ର ଓ ଶନିଙ୍କ ସ୍ଥିତି ସାମ୍ନାସାମ୍ନି ରହିବ । ଫଳରେ ରାଜଯୋଗ ସହ କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି ହେଉଛି । ଏହି ରାଜଯୋଗର ପ୍ରଭାବ ସମସ୍ତ ୧୨ ରାଶିରେ ପଡିବ । ମାତ୍ର ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଏହି ଯୋଗ ଫଳରେ ଅନେକ ଲାଭ ମିଳିବ । ଜାଣନ୍ତୁ..

ଡେଙ୍ଗୁରୁ ଠିକ୍‌ ହେବା ପରେ ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ : ଖାଆନ୍ତୁ ଏସବୁ..

- Advertisement -

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅଗଷ୍ଟ ମାସ ଖୁବ୍‌ ଶୁଭଙ୍କର । ବୃଷ ରାଶିଙ୍କ ସ୍ୱାମୀ ଶୁକ୍ର । ଶୁକ୍ର ଶନିଙ୍କ ମିତ୍ର ଗ୍ରହ । ଏହି ସମୟରେ ଶନି ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ଦେବେ । କର୍ମକ୍ଷେତ୍ରରେ ଅନେକ ଉନ୍ନତି ହେବ । ଚାକିରିରେ ଲାଭ ମିଳିବ । ପରିଶ୍ରମର ଫଳ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଧନ ସମ୍ପତ୍ତି ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିଜନ ସହ ଉତ୍ତମ ସମୟ ଅତିବାହିତ କରିବେ ।

ସିଂହ – ସିଂହ ରାଶିଙ୍କ ପାଇଁ ଏହି ରାଜଯୋଗ ଖୁବ୍‌ ଶୁଭଙ୍କର । କାମ ପାଇଁ ଯାତ୍ରାର ଯୋଗ ରହିଛି । ଏଥିରୁ ଖୁବ୍‌ ଲାଭ ମିଳିବ । ବ୍ୟବସାୟୀ ଅଧିକ ଲାଭବାନ୍‌ ହେବେ । ହଠାତ୍‌ ଧନ ପ୍ରାପ୍ତି ହେବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

ବିଛା – ଏହି ରାଶିଙ୍କ ଇଚ୍ଛା ମୁତାବକ ଫଳ ମିଳିବ । ମନସ୍କାମନା ପୂରଣ ହେବ । କର୍ମକ୍ଷେତ୍ରରେ ସକରାତ୍ମକ ଫଳ ମିଳିବ । ଧନ ଲାଭ ହେବ । ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories