www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି: ସନ୍ଧ୍ୟାରେ ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ ..

- Advertisement -

୪ଟା ଯାଏଁ ଗୃହ ମୁଲତବି..

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ..

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ..

ସାରା ରାଜ୍ୟରେ ଜାରି ରହିଛି ବର୍ଷା..

ପୂର୍ବ ମଧ୍ୟପ୍ରଦେଶ-ଛତିଶଗଡ ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା..

କାଠମାଣ୍ଡୁ : ବଡ ଅଘଟଣ, ଉଡାଣ ଭରିବା ପରେ ଜଳିଗଲା ବିମାନ..

ବିମାନ ଦୁର୍ଘଟଣା ପରେ ନିଆଁ ଲାଗି ୧୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି..

ରାୟଗଡା: ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି..

୪ମାସ ପରେ ଦାନ ବାକ୍ସ ଖୋଲାଯାଇ ଗଣତି ଆରମ୍ଭ..

ମାଲକାନଗିରି ଜିଲ୍ଲା ଏମଭି-୧୭ନଂ ଗାଁର ଶିବ ମନ୍ଦିର ନିକଟ ଅଘଟଣ..

ବଡ ଅଘଟଣ ; ଉଡାଣ ଭରିବା ପରେ ଜଳିଗଲା ବିମାନ, ୧୯ ଯାତ୍ରୀ ମୃତ ସୂଚନା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଭାଲୁର ଜୀବନ..

ଆଜି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ : ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ..

ଫିଟ୍‌ନେସ୍ ନଥିଲେ ସିଜ୍ ହେବ ଗାଡି: ସଡକ ସୁରକ୍ଷା ନିୟମ ପାଳିବାକୁ ପରିବହନ ମନ୍ତ୍ରୀଙ୍କ ନିର୍ଦେଶ..

ଫିଟ୍‌ନେସ୍‌ ଏବଂ ପଞ୍ଜୀକରଣ ବୈଧତା ସରିଥିବା ଗାଡିର ହେବ ତାଲିକା..

ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ବି କର୍ତ୍ତୁପକ୍ଷଙ୍କ ବିରୋଧରେ ରୁଜ୍ଜୁ ହେବ ମାମଲା..

ଜାମ୍ମୁ-କାଶ୍ମୀର କୁପଓ୍ବାରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ..

ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ, ଗୁଳି ବିନିମୟ ବେଳେ ଜଣେ ଯବାନ ଗୁରୁତର ଥିବା ସୂଚନା..

ସମ୍ବଲପୁର: ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ, ୫ଲକ୍ଷ ଟଙ୍କା ଜବତ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories