www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରାବଣ ପ୍ରଥମ ସୋମବାର ; ବଟେଶ୍ୱର ପୀଠରେ ବୋଲ ବମ ଭକ୍ତ ଭିଡ଼

ଗଞ୍ଜାମ: ଗଞ୍ଜାମ ଜିଲା ପ୍ରସିଦ୍ଧ ଶୈବ ପୀଠ କଣ୍ଟିଆ ଗଡ଼ ନିକଟରେ ଥିବା ବଟେଶ୍ୱର ମନ୍ଦିରରେ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ବୋଲ ବମ ଭକ୍ତ ଭିଡ଼ ଦେଖିବାକୁ ମିଳିଛି। ମାନସିକ ପୂରଣ ପାଇଁ ବହୁ ଦୂର ଦୁରାନ୍ତରୁ କାନ୍ଧରେ ଜଳ ଭାର ଧରି ଭକ୍ତମାନେ ଶିବ ନାମ ଉଚ୍ଚାରଣ କରି ରବିବାର ରାତ୍ର ଠାରୁ ମନ୍ଦିର ନିକଟରେ ଭିଡ଼ ଦେଖିବାକୁ ମିଳିଥିଲା। ଭୋର ସମୟରୁ ମନ୍ଦିର ପୂଜାର୍ଚ୍ଚନା ପରେ ଭକ୍ତ ମାନେ ଶିବଲିଙ୍ଗରେ ଆଣିଥିବା ଜଳକୁ ଜଳଲାଗି କରିଥିଲେ। ଝିପି ଝିପି ବର୍ଷା ହେଇଥିଲେ ମଧ୍ୟ୍ୟ ଭକ୍ତଙ୍କ ଭିଡ଼ ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ରାତ୍ର ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories