www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଜାନୁଆରୀ ମାସର ପର୍ବପର୍ବାଣୀ ବିଷୟରେ

ନବବର୍ଷର ଆରମ୍ଭ ହୋଇସାରିଛି। ପ୍ରତିବର୍ଷ ଭଳି ୨୦୧୯ରେ ମଧ୍ୟ ଅଲଗା ଅଲଗା ମାସରେ ମହତ୍ତ୍ୱପୂର୍ଣ୍ଣ ବ୍ରତ ଓ ପର୍ବପର୍ବାଣୀ ପଡ଼ିବ। ପ୍ରଥମ ମାସ ଜାନୁଆରୀ ମାସରେ କେଉଁ କେଉଁ ପୂଜା ଓ ବ୍ରତ ଅଛି, ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ପୂର୍ବରୁ ପର୍ବପର୍ବାଣୀ ବିଷୟରେ ଜାଣିବା ଦ୍ୱାରା ଏହାର ପ୍ରସ୍ତୁତି କରିବା ପାଇଁ ସହଜ ହୋଇଥାଏ। ଜାଣନ୍ତୁ ଜାନୁଆରୀ ମାସର ପର୍ବପର୍ବାଣୀ ବିଷୟରେ ….
ତିଥି – ବ୍ରତ ଓ ପର୍ବପର୍ବାଣୀ
୧ ଜାନୁଆରୀ– ସଫଳା ଏକାଦଶୀ
୪ ଜାନୁଆରୀ – ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା
୫ ଜାନୁଆରୀ – ଶ୍ରୀମନ୍ଦିରେ ଓ ବକୁଳ ଲାଗି ଅମାବାସ୍ୟା, ଚନ୍ଦ୍ରକ୍ଷୟ ଓ ନିଶିପାଳନ
୬ ଜାନୁଆରୀ – ଶରଣ ଆରମ୍ଭ , ୭- ଚନ୍ଦ୍ରଦର୍ଶନ
୧୧ ଜାନୁଆରୀ – ଶରଣ ଶେଷ
୧୩ ଜାନୁଆରୀ – ନବାଙ୍କ ବେଢା ଓ ମାସାନ୍ତ
୧୪ ଜାନୁଆରୀ – ଉତ୍ତରାୟଣ ମକର ସଂକ୍ରାନ୍ତି, ପୋଙ୍ଗଲ ଓ ହଳ ନିଷେଧ
୧୬ ଜାନୁଆରୀ – ଶାମ୍ବ ଦଶମୀ ଓ ସୂର୍ଯ୍ୟଦେବଙ୍କ ପୂଜା
୧୭ ଜାନୁଆରୀ – ପୁତ୍ରଦା ଏକାଦଶୀ , ଲକ୍ଷ୍ମୀନାରାୟଣ ବ୍ରତ ଓ ହଳ ନିଷେଧ
୨୦ ଜାନୁଆରୀ – ଚନ୍ଦ୍ରପୂଜା
୨୧ ଜାନୁଆରୀ – ଦେବାଭିଷେକ ପୂର୍ଣ୍ଣିମା ଓ ପୌଷ , ରାଜାଭିଷେକ, ମାଘ ବ୍ରତାରମ୍ଭ, ପୁଷ୍ୟାଭିଷେକ
୨୩ ଜାନୁଆରୀ – ନେତାଜୀଙ୍କ ଜୟନ୍ତୀ
୨୬ ଜାନୁଆରୀ – ସାଧାରଣତନ୍ତ୍ର ଦିବସ
୩୧ ଜାନୁଆରୀ – ସ୍ମାର୍ତ୍ତସମ୍ମତ ଷଟତିଳା ଏକାଦଶୀ

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories