www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରେଣୀ ଗୄହରେ ତିନି ଛାତ୍ର ଓ ଜଣେ ଛାତ୍ରୀ ଅସୁସ୍ଥ

ବାସୁଦେବପୁର : ବ୍ରାହ୍ମଣଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୄହରେ ଅଧ୍ୟୟନରତ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଶ୍ରେଣୀ ଗୄହରେ ଛାତ୍ରଛାତ୍ରୀଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ହେବାରୁ ଶ୍ରେଣୀ ଶିକ୍ଷକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିବା ବେଳେ ପରିବାରକୁ ଖବର ଦେଇଥିଲେ। ବାସୁଦେବପୁର ଡାକ୍ତରଖାନାରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବିଧାୟକ ଅଶୋକ କୁମାର ଦାଶ। ଅଷ୍ଟମ ଶ୍ରେଣୀର ରାହୁଲ ସାହୁ, ଓମପ୍ରକାଶ ପାଣିଗ୍ରାହୀ, ଉର୍ବାଶା ପାଣାଗ୍ରାହୀ ଓ ନବମ ଶ୍ରେଣୀରେ ସାରୁକ ଖାନଙ୍କ ବାସୁଦେବପୁର ଡାକ୍ତରଖାନାରେ ଚାଲିଛି ଚିକିତ୍ସା। ଚିକିତ୍ସାଧିନ ଛାତ୍ରଛାତ୍ରୀଙ୍କ ପରିବାର ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଶ୍ବାସନା ଦେବା ସହିତ ଡାକ୍ତରଙ୍କ ସହ ବିଧାୟକ ଆଲୋଚନା କରିଛନ୍ତି।

ନକଲି ଜର୍ଦ୍ଦା କାରଖାନା ଠାବ

- Advertisement -

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories