ଭଦ୍ରକ : ପୁଣି ଠାବ ହେଲା ନକଲି ଜର୍ଦ୍ଦା କାରଖାନା । ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷର ନକଲି ଜର୍ଦ୍ଦା ଜବତ କରାଯାଇଛି । ପୁରୁଣାବଜାର ଥାନା ହେଲାସାହିରୁ ଗୁରୁବାର ପୁଲିସ ଏହି ନକଲି ଜର୍ଦ୍ଦା ଜବତ କରିଛି । ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଚଢାଉ ଜାରି ରହିଛି । ନିଟ୍ ମାମଲା; ଜୁଲାଇ ୧୮ରେ ପରବର୍ତ୍ତୀ ଶୁଣାଣି..
Copy and paste this URL into your WordPress site to embed
Copy and paste this code into your site to embed