www.samajalive.in
Thursday, December 11, 2025
16.1 C
Bhubaneswar

ବାଇକରେ ଷ୍ଟଣ୍ଟ ମାରିବା ସମୟରେ ପଡିଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢିଙ୍କୁ ସାମାଜିକ ଗଣମାଧ୍ୟମରେ ରିଲ୍ସ ପୋଷ୍ଟ କରିବା ନିଶା ଘାରିଛି । ଏପରିକି ପିଲାମାନେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉନାହାଁନ୍ତି । ଏମିତି ଅନେକ ଘଟଣା ସାମ୍ନକୁ ଆସିଛି । ନିକଟରେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବକ ବାଇକରେ ଷ୍ଟଣ୍ଟ କରିବା ସମୟରେ ରିଲ୍ସ କରି ଦୁର୍ଘଟଣାର ଶିକାର ହେଉଛନ୍ତି ।

 

View this post on Instagram

 

A post shared by lovesutta ( 2M ) (@lovesutta)

- Advertisement -

ଇଣ୍ଟରନେଟରେ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି କି ଯୁବକ ଜଣକ ବାଇକରେ ଷ୍ଟଣ୍ଟ କରୁଛନ୍ତି ଏବଂ ଏହି ଦୃଶ୍ୟକୁ ଭିଡିଓ କରୁଛନ୍ତି । କିନ୍ତୁ ଏହି ସମୟରେ ସେ ବାଇକରୁ ଖସିପଡୁଛନ୍ତି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି । ଏଥିରେ ଉପଭୋକ୍ତା ମଜା ଉଡାଇ କହୁଛନ୍ତି କି ଯୁବକଙ୍କୁ ରିଲ୍ସ କରିବାର ଦଣ୍ଡ ମିଳିଲା ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories