www.samajalive.in
Wednesday, December 10, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦୁଇ ଦିନ ଧରି ରାଜ୍ୟରେ ହେବ ପ୍ରବଳ ବର୍ଷା..

ବଙ୍ଗୋପସାଗରରେ ଲଘୁଚାପ ପାଇଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ..

- Advertisement -

ଆଜି ପାଇଁ ୯ ଜିଲ୍ଲା ଏବଂ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି..

ଆଜି ଟି-୨୦ ବିଶ୍ଵକପର ଫାଇନାଲ ମୁକାବିଲା..

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ଲଢେଇ, ରାତି ୮ଟାରେ ବାରବାଡୋସରେ ମୁହାଁମୁହିଁ ହେବେ ଦୁଇ ଦଳ..

ଜଳେଶ୍ଵରରେ ଅଭାବନୀୟ ଘଟଣା: ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଲା ବାଇକ୍ , ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣେ ଆହତ..

ବୁଧଙ୍କ ରାଶି ପରିବର୍ତ୍ତନ ;ବଦଳିବ ଭାଗ୍ୟ, ୧୨ ରାଶିରେ ପ୍ରଭାବ, ଏହି ରାଶିଙ୍କୁ ମିଳିବ ଚାକିରି, ହେବ ବିବାହ..

କୋଣାର୍କ: ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ବରଯାତ୍ରୀ ବସ୍, ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀ ମୃତ ଓ ଅନ୍ୟ ଜଣେ ଆହତ..

ଆରମ୍ଭ ହେଲା ଅମରନାଥ ଯାତ୍ରା: ପ୍ରଥମ ବ୍ୟାଚ୍ ଜମ୍ମୁ କାଶ୍ମୀର ବାଲାତାଲ୍ ବେସ୍ କ୍ୟାମ୍ପରୁ ବାହାରିଲେ ୪ ହଜାର ତୀର୍ଥଯାତ୍ରୀ..

୫୨ ଦିନିଆ ଅମରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ମୋଟ୍ ସାଢେ ୩ ଲକ୍ଷ ତୀର୍ଥଯାତ୍ରୀ..

ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା..

ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଏବଂ ପ୍ରଭାତୀ ପରିଡା..

ବାଲେଶ୍ୱର ଜିଲ୍ଲା ନୀଳଗିରି ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅଳିଆ ଆବର୍ଜନା..

ଅଫିସରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ..

କାଶୀପୁରରେ ଡେପଥେରିଆ ସଂକ୍ରମଣ ଘଟଣା..

ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‍..

ଲଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ..

ଯବାନ ନଦୀ ପାର ବେଳେ ବଢିଲା ଜଳସ୍ତର..

କିଛି ଯବାନ ସହିଦ ହୋଇଥିବା ଆଶଙ୍କା..

ରାଜ୍ୟରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି..

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା..

ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories