www.samajalive.in
Sunday, December 14, 2025
23.1 C
Bhubaneswar

ଏହି ସମୟରେ ଭଗବାନ ଶଙ୍କରଙ୍କୁ ପୂଜା କଲେ ଘରେ ରହିବନି ଧନର ଅଭାବ..

ସନାତନ ଧର୍ମରେ ସୋମବାର ଦିନର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ମନସ୍କାମନା ପୂରଣ ହୋଇଥାଏ। ସକାଳେ ସ୍ନାନ ପରେ ବିଧି ସହ ଶିବଙ୍କ ପୂଜା କରନ୍ତୁ।

ଏହାପରେ ପ୍ରଭୁ ଶଙ୍କରଙ୍କ ୧୦୮ ନାମର ଜପ ଭକ୍ତି ଭାବ ସହ କରନ୍ତୁ। ପୂଜା ଶେଷ ପରେ ଆଳତୀ କରନ୍ତୁ। ପୂଜାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ଶଙ୍କର ପସନ୍ନ ହୋଇଥାଆନ୍ତି। ତେବେ ଧ୍ୟାନ ଦିଅନ୍ତୁ, ଶିବ ପୂଜା ପ୍ରଦୋଷ ସମୟ ଅର୍ଥାତ ସନ୍ଧ୍ୟା ସମୟରେ କରିବା ଦ୍ୱାରା ଅଧିକ ଶୁଭ ବୋଲି କୁହାଯାଏ।

- Advertisement -

– ଓଁ ଭୋଳାନାଥ ନମଃ
– ଓଁ କୈଳାଶ ପତି ନମଃ
– ଓଁ ଭୂତନାଥ ନମଃ
– ଓଁ ନନ୍ଦରାଜ ନମଃ
– ଓଁ ନନ୍ଦୀ କି ସୱାରୀ ନମଃ
– ଓଁ ଜ୍ୟୋତିଲିଙ୍ଗ ନମଃ
– ଓଁ ମହାକାଳ ନମଃ
– ଓଁ ରୁଦ୍ରନାଥ ନମଃ
– ଓଁ ଭୀମଶଙ୍କର ନମଃ
– ଓଁ ନଟରାଜ ନମଃ
– ଓଁ ପ୍ରଳେୟଙ୍କାର ନମଃ
– ଓଁ ଚନ୍ଦ୍ରମୋଲି ନମଃ
– ଓଁ ଡମ୍ବରୁଧାରୀ ନମଃ
– ଓଁ ଚନ୍ଦ୍ରଧାରୀ ନମଃ
– ଓଁ ମଲିକାର୍ଜୁନ ନମଃ
– ଓଁ ଭିମେଶ୍ୱର ନମଃ
– ଓଁ ବିଷଧାରୀ ନମଃ
– ଓଁ ବମ୍ ଭୋଲେ ନମଃ
– ଓଁ ଓଁକାର ସ୍ୱାମୀ ନମଃ
– ଓଁ ଓଁକାରେଶ୍ୱର ନମଃ
– ଓଁ ଶଙ୍କର ତ୍ରିଶୁଳଧାରୀ ନମଃ
– ଓଁ ବିଶ୍ୱନାଥ ନମଃ
– ଓଁ ଅନାଦିଦେବ ନମଃ
– ଓଁ ଉମାପତି ନମଃ
– ଓଁ ଗୌରପତି ନମଃ
– ଓଁ ଗଣପିତା ନମଃ
– ଓଁ ଭୋଲେବାବା ନମଃ
– ଓଁ ଶିବଜୀ ନମଃ
– ଓଁ ଶମ୍ଭୁ ନମଃ
– ଓଁ ନୀଳକଣ୍ଠ ନମଃ
– ଓଁ ମହାକାଳେଶ୍ୱର ନମଃ
– ଓଁ ତ୍ରୀପୁରାରୀ ନମଃ
– ଓଁ ତ୍ରିଲୋକନାଥ ନମଃ
– ଓଁ ତ୍ରିନେତ୍ରଧାରୀ ନମଃ
– ଓଁ ବର୍ଫାନୀ ବାବା ନମଃ
– ଓଁ ଜଗତପିତା ନମଃ
– ଓଁ ମୃତ୍ୟୁଞ୍ଜୟ ନମଃ
– ଓଁ ନାଗଧାରୀ ନମଃ
– ଓଁ ରାମେଶ୍ୱର ନମଃ
– ଓଁ ଲଙ୍କେଶ୍ୱର ନମଃ
– ଓଁ ଅମରନାଥ ନମଃ
– ଓଁ କେଦାରନାଥ ନମଃ
– ଓଁ ମଙ୍ଗଳେଶ୍ୱର ନମଃ
– ଓଁ ଅର୍ଦ୍ଧନାରେଶ୍ୱର ନମଃ
– ଓଁ ନାଗାର୍ଜୁନ ନମଃ
– ଓଁ ଜଟାଧାରୀ ନମଃ
– ଓଁ ନୀଳେଶ୍ୱର ନମଃ
– ଓଁ ଗଳସର୍ପମାଳା ନମଃ
– ଓଁ ଦିନନାଥ ନମଃ
– ଓଁ ସୋମନାଥ ନମଃ
– ଓଁ ଯୋଗୀ ନମଃ
– ଓଁ ଭଣ୍ଡାରୀ ବାବା ନମଃ
– ଓଁ ବମଲେହରୀ ନମଃ
– ଓଁ ଗୌରୀଶଙ୍କର ନମଃ
– ଓଁ ଶିବକାନ୍ତ ନମଃ
– ଓଁ ମହେଶ୍ୱରାୟ ନମଃ
– ଓଁ ମହେଶ ନମଃ
– ଓଁ ଆଲୋକନାଥ ନମଃ
– ଓଁ ଆଦିନାଥ ନମଃ
– ଓଁ ଦେବଦେବେଶ୍ୱର ନମଃ
– ଓଁ ପ୍ରାଣନାଥ ନମଃ
– ଓଁ ଶିବମ୍ ନମଃ
– ଓଁ ମହାଦନେୀ ନମଃ
– ଓଁ ଶିବଦାନୀ ନମଃ
– ଓଁ ସଙ୍କଟହାରୀ ନମଃ
– ଓଁ ମହେଶ୍ୱର ନମଃ
– ଓଁ ରୁଣ୍ଡମାଳାଧାରୀ ନମଃ
– ଓଁ ଜଗପାଳନକର୍ତ୍ତା ନମଃ
– ଓଁ ପଶୁପତି ନମଃ
– ଓଁ ସଙ୍ଗମେଶ୍ୱର ନମଃ
– ଓଁ ଦକ୍ଷେଶ୍ୱର ନମଃ
– ଓଁ ଘ୍ରିଶ୍ନେଶ୍ୱର ନମଃ
– ଓଁ ମଣିମହେଶ ନମଃ
– ଓଁ ଅନାଦି ନମଃ
– ଓଁ ଅମର ନମଃ
– ଓଁ ଆଶୁତୋଷ ମହାରାଜ ନମଃ
– ଓଁ ବିଳବକେଶ୍ୱର ନମଃ
– ଓଁ ଅଚଳଶ୍ୱର ନମଃ
– ଓଁ ଅଭୟଂକର ନମଃ
– ଓଁ ପାତାଳେଶ୍ୱର ନମଃ
– ଓଁ ଘୁଘେଶ୍ୱର ନମଃ
– ଓଁ ସର୍ପଧାରୀ ନମଃ
– ଓଁ ତ୍ରିଲୋକେଶ୍ୱର ନମଃ
– ଓଁ ହଠ ଯୋଗୀ ନମଃ
– ଓଁ ବେଲେଶ୍ୱର ନମଃ
– ଓଁ ନାଗାଧିରାଜ ନମଃ
– ଓଁ ସର୍ବେଶ୍ୱର ନମଃ
– ଓଁ ଉମାକାନ୍ତ ନମଃ
– ଓଁ ବାବା ଚନ୍ଦ୍ରେଶ୍ୱର ନମଃ
– ଓଁ ତ୍ରିକାଳେଶ୍ୱର ନମଃ
– ଓଁ ତ୍ରିଲୋକି ସ୍ୱାମୀ ନମଃ
– ଓଁ ମହାଦେବ ନମଃ
– ଓଁ ଗଢଶଙ୍କର ନମଃ
– ଓଁ ମୁକ୍ତେଶ୍ୱର ନମଃ
– ଓଁ ନଟେଶ୍ୱର ନମଃ
– ଓଁ ଗିରିଜାପତି ନମଃ
– ଓଁ ଭଦ୍ରେଶ୍ୱର ନମଃ
– ଓଁ ତ୍ରିପୁନାଶକ ନମଃ
– ଓଁ ନିର୍ଜେଶ୍ୱର ନମଃ
– ଓଁ କିରାତେଶ୍ୱର ନମଃ
– ଓଁ ଜାଗେଶ୍ୱର ନମଃ
– ଓଁ ଅବଧୂତପତି ନମଃ
– ଓଁ ଭିଲପତି ନମଃ
– ଓଁ ଜୀତନାଥ ନମଃ
– ଓଁ ବୃଷେଶ୍ୱର ନମଃ
– ଓଁ ଭୂତେଶ୍ୱର ନମଃ
– ଓଁ ବୈଜୁନାଥ ନମଃ
– ଓଁ ନାଗେଶ୍ୱର ନମଃ

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories