ଭୁୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ମିଳିଲା ଜାମିନ..
ବୁଥରେ ଇଭିଏମ ଭଙ୍ଗାରୁଜା ମାମଲାରେ ବୁଧବାର ହାଇକୋର୍ଟରୁ ମିଳିଥିଲା ଜାମିନ..
ଓଡ଼ିଶାର ୬୭ଟି ସ୍ଥାନରେ ସିବିଆଇ ଚଢାଉ..
ପୋଷ୍ଟାଲ୍ ପରୀକ୍ଷାରେ ଜାଲ ସାର୍ଟିପିକେଟ ନେଇ ସିବିଆଇ ଚଢାଉ..
କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକରେ ରେଡ..
ଚଢାଉରେ ୧୨୨ଜଣ ଅଧିକାରୀ ସାମିଲ..
ରଜରେ ପ୍ରବଳ ଗୁଳୁଗୁଳି! ଫିକା ପଡିବ ସଜବାଜ..
ବାସ୍ ୨ ଦିନ ପରେ ସୁନା ଭଳି ସୂର୍ଯ୍ୟ ଚମକାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ସରକାରୀ ଚାକିରି,ଧନ..
ଅପେକ୍ଷାର ଅନ୍ତ ଘଟିଲା..
ସକାଳ ମଙ୍ଗଳ ଆଳତୀ ପରେ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର..
ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..
ମହାପ୍ରଭୁଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରତିକ୍ରିୟା..
ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ଆସିଛି ନୂଆ ସରକାର..
ତାଙ୍କରି ଆଶୀର୍ବାଦରେ ଖୋଲାଗଲା ଶ୍ରୀମନ୍ଦିର ଚାରିଦ୍ଵାର..
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି..
ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ..



