ଖୁସି ଖବର: ସୁନା କିଣିବେ କି ? ୬ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା…

ମୁମ୍ବଇ : ସୁନା କିଣିବାକୁ ଚିନ୍ତା କରୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। ଗୁରୁବାର ୧୩ ଜୁନ୍ ୨୦୨୪ରେ ସୁନା ଜୁନ୍ ୧୨ ଅପେକ୍ଷା ୬ ଶହ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଛି। ୧୦୦ ଗ୍ରାମ୍ ପ୍ରତି ସୁନା ୬ ହଜାର ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ଗୁରୁବାର ୧୩ ଜୁନ୍ ୨୦୨୪ରେ ରୁପା ଦାମ୍ ମଧ୍ୟ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ରୁପାର ଦାମ୍ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା … Continue reading ଖୁସି ଖବର: ସୁନା କିଣିବେ କି ? ୬ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା…