ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ
![](https://samajalive.in/wp-content/uploads/2024/06/088.jpeg)
ଭୁବନେଶ୍ୱର : ଶନିବାର ଦିଲ୍ଲୀରେ ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି। ବିଜେଡି ଛାଡି ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ସାମିଲ ହୋଇଛନ୍ତି।
ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଫଶିଛନ୍ତି ଅନେକ
Comments are closed.